ରାଲିରେ ଭଙ୍ଗା ଚେୟାରର ଫୋଟୋ ୨୦୨୫ ବିହାର ନିର୍ବାଚନର ନୁହେଁ। 

ବିଜେପି ର ଏକ ସଭାରେ ଭାଙ୍ଗା ଚେୟାର ର ଏକ ଫୋଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଏହି ଫୋଟୋଟି କୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟର ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ବିଜେପି ବାଲାଙ୍କ ବିହାର ର ହାଲତ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର […]

Continue Reading

ନୀତୀଶ କୁମାର ବିଜେପି ସହ ହାତ ନ ମିସାଇବା ପାଇଁ କହିଥିଲେ, RJD ସହିତ ନୁହେଁ, ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ୍. ..

ନୀତୀଶ କୁମାରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯେଉଁତିରେ ସେ କହୁଛନ୍ତି ଯେ, “କୌଣସି ପରିସ୍ଥିତିରେ ଫେରିବାର ପ୍ରଶ୍ନ ଉଠେ ନାହିଁ।  ଆମେ ବଞ୍ଚୁ କିମ୍ବା ମାଟିରେ ମିଶିଯାଉ, ଭବିଷ୍ୟତରେ ଆପଣଙ୍କ ସହ କୌଣସି ଚୁକ୍ତି ହେବ ନାହିଁ।  ଆପଣଙ୍କୁ କହିରଖୁଛୁ ଯେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଏବେ ସେ ଆରଜେଡି ଦଳ ସହିତ ସରକାର ଗଠନ କରିବାକୁ ଯାଉଛନ୍ତି। ଭାଇରାଲ […]

Continue Reading