ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି। କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]
Continue Reading