ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିଥିବା ଦାବି ମିଥ୍ୟା ଅଟେ। ସମ୍ପୁର୍ଣ୍ଣ ସତ୍ୟତା ଜାଣନ୍ତୁ। 

କିଛି ଦିନ ପୂର୍ବେ, ସାଉଦି ଆରବର ରିୟାଦରେ ଅନୁଷ୍ଠିତ ଜୟ ଫୋରମ୍ ୨୦୨୫ ରେ ଅଭିନେତା ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନ ସମେତ ଅନ୍ୟ ବଲିଉଡ୍ ସୁପରଷ୍ଟାରଙ୍କ ସହ ଯୋଗ ଦେଇଥିଲେ। ସେ ବେଲୁଚିସ୍ତାନ ଏବଂ ପାକିସ୍ତାନକୁ ପୃଥକ ଭାବରେ ଉଲ୍ଲେଖ କରି ବିବାଦ ସୃଷ୍ଟି କରିଥିଲେ।  ସେ କହିଥିଲେ, “ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ରିଲିଜ୍ କରନ୍ତି, ତେବେ […]

Continue Reading

କ’ଣ ସଲମାନ ଖାନ ଦେଇଛନ୍ତି ରାତାରାତି ହେଇଯାଇଥିବା ଷ୍ଟାର ରାନୁ ମଣ୍ଡଲଙ୍କୁ ୫୫ ଲକ୍ଷ ଟଙ୍କାର ଘର? ଜାଣନ୍ତୁ ସତ।

ରାନୁଙ୍କୁ ଆଜି କିଏ ନଚିହ୍ନିଛି। ପଶ୍ଚିମ ବଙ୍ଗର ରାନାଘାଟ ସ୍ଟେଶନରେ ଗୀତ ଗାଈ ଭିକ୍ଷା ମାଙ୍ଗି ଯିବାନ କାଟୁଥିବା ରାନୁ ମଣ୍ଡଲ ରାତାରାତି ଷ୍ଟାର ହେଇଯାଇଛନ୍ତି। କିଛି ଦିନ ମଧ୍ୟରେ ସେ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ହେଇ ସାରିଛନ୍ତି। କିନ୍ତୁ ଗତ କିଛି ମାସ ଧରି ରାନୁଙ୍କୁ ବିଭିନ୍ନ ବିଷୟ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଅଛି। ସେଇଟା ତାଙ୍କ ଫେନ ସହିତ ସେଲଫି କଥା ହେଉ ବା ତାଙ୍କ ମେକଅପ ଉପରେ ଚର୍ଚା […]

Continue Reading

କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

ARCHIVE ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଦାବି କରା ଯାଇଅଛି ଯେ,ବଲିଉଡ ଆକ୍ଟର ସଲମାନ ଖାନ ଓଡିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ। ପୋଷ୍ଟଟି କୁ 20 ଜାନୁଆରି 2018 ରେ kshirod panda ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ସଲମାନ ଖାନଙ୍କ ସହିତ କରିନା କପୁର ଏବଂ ଟିମ ଏକ ଗାଁର ଘର ରଙ୍ଗ କରୁଥିବାର ଦେଖା ଯାଉଛନ୍ତି। ଭିଡିଓରେ ସଲମାନ ଖାନ ବିଙ୍ଗ […]

Continue Reading

କ’ଣ କହିଛନ୍ତି ଐଶ୍ବର୍ୟା ରାଏ ସଲ୍ମାନ ଖାନ ବିଷୟରେ? କ’ଣ #ମୀ ଠୁ ପ୍ରଚାରରେ ଐଶ୍ବର୍ୟା ରାଏ କରିଛନ୍ତି ସଲ୍ମାନ ଏବଂ ତାଙ୍କ ସମ୍ବନ୍ଧ ବିଷୟରେ ଚର୍ଚ୍ଚା? କ’ଣ ଏହି କାହାଣୀର ସତ୍ୟତା? ଜାଣନ୍ତୁ।

ଫେସ୍‌ବୁକର ଓଡ଼ିଆ ଅନାବନା ପେଜରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ୟା ରାଏ ସଲ୍ମାନ ଓ ନିଜ ସମ୍ବନ୍ଧ କୁ ନେଇ #ମୀ ଠୁ ରେ ସବୁ କିଛି କହିଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଐଶ୍ବର୍ୟା ରାଏ ନିଜ ଟୁଇଟର ରେ ଏହା ଟୁଇଟ କରିଅଛନ୍ତି ଯେ ତାଙ୍କୁ ଅପବ୍ୟବହାର, ମାରପିଟ ଏବଂ ଧମକ ଦେଉଥିଲେ ସଲ୍ମାନ। ସେ ସଲ୍ମାନଙ୍କ ନାମ ନ […]

Continue Reading