କଟକ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ନିଦ୍ଧନ ହୋଇଛି କି ?
କଟକର ବିଜେପି ସଦସ୍ୟ ସମୀର ଦେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଥିଲା। 19 ଅକ୍ଟୋବର ରାତିରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେଲା ଯେ, କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ହୋଇଯାଇଛି। ଏହି ଖବର ଦୁଇ ଘଣ୍ଟାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ବିଜେଡି ନେତା ପ୍ରତାପ ଜେନା ତାଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ଖବର ପ୍ରକାଶିତ କରିଥିଲେ। […]
Continue Reading