କ’ଣ ଅସଞ୍ଜିତ ଅବସ୍ତାରେ ଥିବା ଶିକ୍ଷକଙ୍କ ଭାଇରାଲ ହେଇଥିବା ଭିଡିଓ ଉତ୍ତର ପ୍ରଦେଶ ରାଜ୍ୟର? ଜାଣନ୍ତୁ ସତ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ପାଇଁ ସଂପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେଉଛି । କିନ୍ତୁ ଶିକ୍ଷା ବିଭାଗରେ ଏଭଳି କିଛି ଘଟଣା ନେଇ କୌଣସି ଅଭିଯୋଗ ଆସିନହି ବୋଲି ସୂଚନା ମିଳିଛି । ଯଦି ସେହି ଭିଡିଓ ମିଳେ […]
Continue Reading