ପିଜା ଡେଲିଭରି ବୟଙ୍କୁ ମଜା କରୁଥିବା ମହିଳାଙ୍କ ଭାଇରାଲ ଭିଡିଓ ସ୍କ୍ରିପ୍ଟେଡ। ଏହା ପ୍ରକୃତ ଘଟଣା ହୋଇଥିବା ଦାବି ମିଥ୍ୟା।

ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ଜଣେ ମହିଳା ନିଜ ପୂର୍ବତନ ସ୍କୁଲ ସାଥୀ, ଯିଏ ବର୍ତ୍ତମାନ ପିଜା ଡେଲିଭରି କରନ୍ତି, ତାଙ୍କ ପରିହାସ କରୁଥିବାର ଦେଖାଯାଇଛି। ମହିଳା ଜଣକ ହସି କହୁଛନ୍ତି ଯେ ଏହି ପିଜା ଡେଲିଭରି ଯୁବକ ସ୍କୁଲ ସମୟରେ ଅନ୍ୟ ମାନଙ୍କ ପାଇଁ ଭଲ ଶିକ୍ଷା ପଢିବାର ପ୍ରେରଣା ଥିଲେ।  ସେ ତାଙ୍କ କ୍ୟାରିଅର ପସନ୍ଦ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ତୁମେ ସ୍କୁଲରେ ସମସ୍ତଙ୍କୁ ଉତ୍ସାହିତ କରୁଥିଲ… ଏବଂ ଏବେ ତୁମେ […]

Continue Reading

ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା

ବନ୍ୟା ପାଣି ମଧ୍ୟରେ ଜଣେ ପିଲା ଗୋଟିଏ ମହିଳାଙ୍କୁ ଟାଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ହିମାଚଳ ପ୍ରଦେଶର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ସ୍କ୍ରୀପଟେଡ୍ ଭିଡିଓ ଯାହାକୁ ଏକ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।  ଜଣେ ସୋସିଆଲ ମିଡିଆ ୟୁଜର ଭିଡିଓଟିକୁ ରାଜନୈତିକ ରୂପ ଦେଇ […]

Continue Reading

ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା‌ କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସାମ୍ବାଦିକ ଏକ ସରକାରୀ ବିଦ୍ୟାଳୟରେ କିଛି ଶିକ୍ଷକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଶିକ୍ଷକଙ୍କୁ ଗଣିତ ଏବଂ ସଂସ୍କୃତ ବିଷୟ ନେଇ ସରଲ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶିକ୍ଷକ ମାନେ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି। ଜାଣିବାକୁ ମିଳିଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ତାଙ୍କ ସ୍ଵାମୀ ଏବଂ ଅନ୍ୟ ଏକ ଅଧ୍ୟାପକଙ୍କ ସ୍ଥାନରେ ତାଙ୍କ […]

Continue Reading