କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?
ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି। ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – […]
Continue Reading