JNU ହିଂସା ଘଟଣାପରେ କ‘ଣ SFI ଲିଡର କ୍ଷତାକ୍ତ ହେବାର ଆକ୍ଟିଙ୍ଗ କରୁଛନ୍ତି? ଜାଣନ୍ତୁ ସତ୍ୟତା।
8 ଜାନୁଆରିରେ Udit Sahu ନାମକ ଜଣେ ଫେସବୁକ ୟୁଜର ଏସଏଫଆଇ ଲିଡର ସୁରିର କ୍ଷତାକ୍ତ ହେବାର କିଛି ଫୋଟୋ ପୋଷ୍ଟ କରି ଦାବି କରାଯାଇଛି ଯେ, ସୁରି ଆଘାତ ହୋଇନାହାନ୍ତି ବରଂ ମିଛରେ ବ୍ୟାଣ୍ଡେଜ୍ ଭିଡି AVBP ଠାରୁ ମାଡ଼ ଖାଇ ଆଘାତ ହୋବାର ମିଛ ପ୍ରହଶନ କରୁଥିବାର କୁହାଯାଇଛି। ଫେସବୁକ ୟୁଜର ନିଜ ଆକାଣ୍ଟରେ ତିନଟି ଫୋଟୋ ସେୟାର କରିଛନ୍ତି। ପ୍ରଥମ ଫୋଟୋରେ ବ୍ୟକ୍ତି ଜଣକ ଚାଲି ପାରୁନି । ଦ୍ୱିତିୟ ଫୋଟୋରେ ବ୍ୟକ୍ତି […]
Continue Reading