କ’ଣ ଏହା ଆନ୍ଧ୍ରପ୍ରଦେଶର ବିଜୟୱାଡା ରେ ମିଗଜୋମ ବାତ୍ୟା ଆସିବା ପୂର୍ବର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
ଭାରତର ପୂର୍ବ ଉପକୂଳ ମିଗଜୋମ ବାତ୍ୟାର ସାମନା କରିଛି। ଏହି ବାତ୍ୟାରେ ତାମିଲନାଡୁର ଅନେକ ସ୍ଥାନର କ୍ଷ୍ୟତିଗ୍ରସ୍ତ ହୋଇଛି। ଚେନ୍ନାଇରେ ଅନେକ ସ୍ଥାନରେ ବନ୍ୟା ପରି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏହି ବାତ୍ୟା କାରଣରୁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତ୍ତିସଗଡ଼ରେ ବର୍ଷା ସ୍ଥିତି ଲାଗି ରହିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସମୁଦ୍ର ଉପକୂଳରେ ମେଘର ଏକ ଆଚମ୍ବିତ କରିଦେବା ଦୃଶ୍ୟ […]
Continue Reading