ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।
ସୋସିଆଲ ମିଡିଆରେ ଚାଇନାର ସାଂଘାଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ପୋଷ୍ଟରେ ଦେଖାଯାଉଛି ଯେ, ଅନେକ ବ୍ରିଜ ଉପର ତଳ ଗୋଲ ହୋଇ ବୁଲିଥିବାର ଦେଖଆଯାଉଛି। ଏବଂ ଭିଡିଓରେ ଅନେକ ଗାଡ଼ି ଏକା ସାଥିରେ ଚାଲୁଥିବାର ଦେଖାଯାଉଛଇ। ଭିଡିଓରେ ଦାବି କରାଯାଇଛି ଏହି ଭିଡିଓ ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା। ଏହି ଭିଡିଓ ଆମକୁ […]
Continue Reading