କ’ଣ ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ ?
ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟକୁ ନେଇ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଶେଖମାନଙ୍କୁ ଷ୍ଟାଡିୟମରେ ବସି ଉତ୍ସବ ପାଳନ କରୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି ହେଉଛି ଯେ ଏସିଆ କପ୍ ମ୍ୟାଚ୍ରେ ଶେଖମାନେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଖୁସି ହଉଛନ୍ତି। ଏହି ଭିଡିଓ ସେୟାର କରି ଲୋକମାନେ ପାକିସ୍ତାନର ପରାଜୟକୁ ପରିହାସ କରୁଛନ୍ତି। Dwitikrushna Das ନାମକ ଏକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି […]
Continue Reading