କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading

ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ?

ସସୋସିଆଲ ମିଡିଆରେ ସାଉଦି ଆରବର ମକ୍କା ମସଜିଦର ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ଦାବି କରାଯାଉଛି ଯେ, ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ମକ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ମସ୍ଜିଦ କରାଯାଇଛି। ଆମ ଅନୁସନ୍ଧାନରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସାଉଦି ଆରବ ର ମକ୍କା ରେ ଥିବା ଶିବଲିଙ୍ଗ […]

Continue Reading

2016 ଫାରୁଖାବାଦ ଶିବଲିଙ୍ଗର ପୁରୁଣା ଫଟୋ କୁ ବର୍ତ୍ତମାନ ଅଯୋଧ୍ୟା ନାମରେ ଭାଇରାଲ୍ ହୋଇଛି ।

ରାମ ମନ୍ଦିର ବନିବା ପାଇଁ ସମଗ୍ର ଦେଶରେ ଖୁଶିର ବାତାବରଣ ଅଛି। ଗତ କିଛି ଦିନ ତଳେ ରାମ ମନ୍ଦିର ଜମିକୁ ଖୋଳୁଥିବା ସମୟରେ ପୁରାତନ ଦିନର ମୁର୍ତି , ଶିବ ଲିଙ୍ଗ ସହ ହିନ୍ଦୁ ଧର୍ମର ଅନେକ ସଙ୍କେତ ମିଳିଛି। ତେବେ ମିଳିଥିବା ମୁର୍ତି ଗୁଡ଼ିକର ଫୋଟୋ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି। Rangalata foundation ନାମକ ଜଣେ ଫେସବୁକ ୟୁଜର 25 ମେ ରେ ତାଙ୍କ ଆକାଉଣ୍ଟରେ ଜମିରୁ ବାହାରିଥିବା  ଶିବ ଲିଙ୍ଗର ଏକ […]

Continue Reading

କ’ଣ ଦୁନିୟାର ସବୁଠାରୁ ବଡ ଶିବଳିଙ୍ଗ ଅରୁଣାଚଳ ପ୍ରଦେଶରେ ଅଛି? ଜାଣନ୍ତୁ ସତ୍ୟ।

୯ ମାର୍ଚରେ ଓଡ଼ିଆ  ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ ୨୬ ଫୁଟ ଉଚ୍ଚ ଓ ୨୨ ଫୁଟ […]

Continue Reading