ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି। 

୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ […]

Continue Reading

କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଗୋଟିଏ ସେନାବାହିନୀ ଗାଡ଼ି ଦୁର୍ଘଟଣାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ଲଦାଖରେ ଏକ ସେନାବାହିନୀ ଗାଡିର ଏକ ଦୁଖଦ ଦୁର୍ଘଟଣାରେ ଜୁନିଅର କମିଶନ ଅଫିସର (ଜେସିଓ) ଏବଂ ୮ ଜଣ ସୈନିକ ନିଜ ମୂଲ୍ୟବାନ ଜୀବନ ହରାଇଛନ୍ତି। ଲଦାଖର ନିଓମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଏକ ସାମରିକ ଗାଡି ରାସ୍ତାରୁ ଖସି ଏକ ଗଭୀର ଉପତ୍ୟକାକୁ ଖସିପଡିଥିଲା ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ କ୍ଷତିଗ୍ରସ୍ତ ସାମରିକ ଯାନର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହା ନିକଟରେ ଲାଦାଖରେ ଘଟିଥିବା ଏକ ଘଟଣା ବୋଲି ଦାବି କରା […]

Continue Reading