ମୂଳ ଭିଡିଓର ଛୋଟ ଅଂଶ ନେଇ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି ସ୍ଵୀକାର କରିଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶୁଣିବକୁ ମିଳିଛି ଯେ ମୋଦୀ କହୁଛନ୍ତି, “ଯେତେବେଳେ ମୁଁ ଛୋଟ ଚୋରୀ କରୁଥିଲି, ଯଦି ସେତେବେଳେ ମୋର ମାଁ ମତେ ଅଟକାଇଥାନ୍ତା ତେବେ ମୁଁ ଏତେ ବଡ଼ ଲୁଟେରା ହୋଇନଥାନ୍ତି।” ଭିଡିଓକୁ ଏପରି ଭାବରେ ସେଯାର କରା ଯାଉଛି ଯେମିତି ମୋଦୀ ନିଜକୁ ଏକ ଚୋର ବୋଲି ସମ୍ବୋଧିତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। […]
Continue Reading