କ’ଣ ରାସ୍ତାରେ ଧସି ଯାଇଥିବା ଏହି ସ୍କୁଟିର ଘଟଣା ହରିୟାଣା ରାଜ୍ୟରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତା ମାଝିରେ ଗୋଟିଏ ଖାଲରେ ଏକ ସ୍କୁଟି ଧସି ଯାଇଅଛି। ଦାବି ଅନୁଯାୟୀ ଏହି ଘଟଣା ହରିୟାଣା ରାଜ୍ୟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ହରିୟାଣାର ନୁହେଁ ବରଂ ରାଜସ୍ଥାନର ଯୋଧପୁର ସହରର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ […]

Continue Reading

ଅହମଦାବାଦର ଭଙ୍ଗା ରାସ୍ତାର ଫୋଟୋକୁ ବନାରସର କହି ଭାଇରାଲ କରାଯାଉଛି।

14 ଅଗଷ୍ଟରେ Karta Digal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାସ୍ତା ମଝିରେ ଏକ ବଡ଼ ଗାତ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବନାରସରେ ଭାରତର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ବନିବାକୁ ଯାଉଛି।  ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ବର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ଭାରତର ବନାରସ ସହରରେ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯାଇଛି […]

Continue Reading

କ’ଣ ବୈଜ୍ଞାନିକ ମାନେ ପୃଥିବୀ ଖୋଲି ଏହା ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା ଭିତରେ କଣ ରାହାସ୍ୟ ଅଛି? ଜାଣନ୍ତୁ ସତ।

26 ଫେବ୍ରୁଆରିରେ ଓଡ଼ିଆ ଏକ୍ସପ୍ରେସ ନାମକ ସାଇଟରେ ଗୋଟିଏ ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ପୃଥିବୀ ଭିତରେ କଣ ଅଛି ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ପରିଶ୍ରମ କରିଥିଲେ। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବୈଜ୍ଞାନିକ ମାନେ ପୃଥିବୀ ପୃଷ୍ଠରେ ଏକ ବିରାଟକାୟ ଗାତ ଖୋଳିବା ଆରମ୍ଭ କରିଦେଲେ , ଓ ଲଗାତାର ଗାତ ଖୋଳିବାକୁ ଲାଗିଲେ , ସେ ପ୍ରାୟ ୧୧୦୦ ମିଟର ଗାତ ଖୋଳିବାକୁ ସଫଳ ହେଲେ। […]

Continue Reading