ସ୍ଵାମୀ ବିଦ୍ୟାନନ୍ଦ ବିଦେହ ଏକ ସଭାରେ ଜବାହାରଲାଲ ନେହରୂଙ୍କୁ ଚାପୁଡ଼ା ମାରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ସେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତର ଶରଣାର୍ଥୀ ବୋଲି କହିଥିଲେ, ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ। ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଯେତେବେଳେ ସ୍ୱାମୀ ବିଦ୍ୟାାନନ୍ଦ ବିଦେହ ନେହେରୁଙ୍କ ମୁହଁରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ….. କାରଣ… ନେହେରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ଭାଷଣରେ କହିଥିଲେ ଯେ […]

Continue Reading

କ’ଣ ଗାଲରେ ଚାପୁଡ଼ା ମାଡ଼ ଖାଇବା ପରେ ଏହା କଙ୍ଗନାଙ୍କର ଫୋଟୋ? ଜାଣନ୍ତୁ ସତ୍ୟତା।

ହିମାଚଳ ପ୍ରଦେଶର ମଣ୍ଡୀ ନିର୍ବାଚନ ମଣ୍ଡଳୀରୁ ଜିତିବା ପରେ କଙ୍ଗନା ରଣାଓତ ଚର୍ଚ୍ଚାରେ ରହିଛନ୍ତି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ CISF ଜବାନ୍ ତାଙ୍କୁ ଚାପୂଡ଼ା ମାରିଥିବା ଖବର ସାମନାକୁ ଆସିବା ପରେ ଏହୀ ଘଟଣା ସମ୍ବନ୍ଧିତ ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଜଣେ ମହିଳାଙ୍କ ଗାଲରେ ଚାପୁଡ଼ା ଚିହ୍ନ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ କଙ୍ଗନା ରଣାଓତଙ୍କର […]

Continue Reading