କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟତା।
୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେଡ଼ି ଦଳ ରେଲି କରିଥିବା ଖବର ସାମନାକୁ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବା କୁ ମିଳିଛି ଯେ ରାସ୍ତାରେ ଅନେକ ଲୋକ ବିଜେଡ଼ି ପତାକା ଧରି ଚିଡ଼ା ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବସ୍ ରେ ସିଗାରେଟ୍ ପିଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକଙ୍କର ନିନ୍ଦା […]
Continue Reading