କ’ଣ ଗୌ ଚୋରା ଚାଲାଣକାରୀଙ୍କୁ ପୋଲିସ ଗୋଡାଉଥିବା ଏହି ଭିଡିଓ ହରିୟାଣାର ଅଟେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ପୋଲିସକର୍ମୀଗୋଟିଏ ଟ୍ରକକୁ ଗୋଡ଼ାଇଛନ୍ତି। କିଛି ସମୟ ପରେ ସେହି ଟ୍ରକ୍ ଏକ ସ୍ଥାନରେ ଅଟକି ଯାଉଛି ଏବଂ ପୋଲିସ ତାକୁ ଘେରିଛନ୍ତି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ଘଟଣା ହରିୟାଣା ରାଜ୍ୟର ଅଟେ ଯେତେବେଳେ ରାଜ୍ୟ ପୋଲିସ ଗୌ ଚୋରା ଚାଲାଣ ଟ୍ରକକୁ ଜବତ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]
Continue Reading