କ’ଣ ISIS ଆତଙ୍କବାଦିମାନେ ନିଜର ସେକ୍ସସୁଆଲ୍ କୁ ପୂରଣ କରିବା ପାଇଁ ବଜାରରେ ହିନ୍ଦୁ ମହିଳାମାନଙ୍କୁ ବିକ୍ରି କରୁଛନ୍ତି ?

ଏହି ଭିଡିଓଟି ଏକ ନାଟକର ଅଟେ। ଏଥିରେ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ବାସ୍ତବ ନୁହେଁ ।  ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଆପଣ ଦେଖିପାରିବେ ଯେ ବୁର୍ଖା ପିନ୍ଧିଥିବା କିଛି ଝିଅ ଏକ ଧାଡିରେ ଠିଆ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ମହିଳା ମହିଳାମାନଙ୍କୁ ସେମାନଙ୍କର ହିଜାବ ଉଠାଉଥିବାର ଦେଖୁଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ISIS ଆତଙ୍କବାଦିମାନେ ନିଜର ସେକ୍ସସୁଆଲ୍ କୁ ପୂରଣ କରିବା ପାଇଁ ବଜାରରେ ହିନ୍ଦୁ ମହିଳାମାନଙ୍କୁ ବିକ୍ରି […]

Continue Reading

କ’ଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛି? ଜାଣନ୍ତୁ ସତ୍ୟ।

ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳବାଇକୁ ଆଦାନୀ ଗ୍ରୁପକୁ ବିକ୍ରି କରିଛନ୍ତି। 1.11 ମିନିଟ ଭିଡିଓରେ ଏକ ଟ୍ରେନର ଅଛି, ଯାହାର  ଆଗ ପାର୍ଶ୍ୱରେ ଭଦୋଦରା ଲେଖା ହୋଇଛି ଏବଂ ଟ୍ରେନର ଉଭୟ ପାର୍ଶ୍ୱରେ ଫର୍ଚୁନ୍ ବ୍ରାଣ୍ଡ ମଇଦା ବିଜ୍ଞାପନ ଦିଆଯାଉଛି। ଏଥିସହ ‘ଆଦାନୀ ୱିଲମାର’ର ଏକ ପୋଷ୍ଟର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading