ଭାରତରେ ଦୁଷ୍କର୍ମ ମାମଲା ବଢ଼ିବା ଦେଖି ସ୍ୱିଜରଲ୍ୟାଣ୍ଡର ମହିଳା ଖେଳାଳି ଭାରତ ନ ଆସିବାର ଦୁଇ ବର୍ଷ ପୁରୁଣା ମିଥ୍ୟା ଖବର ଭାଇରାଲ ହେଇଛି।
ଭାରତରେ ଦୁଷ୍କର୍ମି ମାମଲା ବଢ଼ିବା ସହ ଏହାର ଚର୍ଚ୍ଚା ବିଦେଶରେ ମଧ୍ୟ ହେଉଛି। ଉତ୍ତର ପ୍ରଦେଶ ହାଥରସ ଘଟଣା ପେର ଗତ କିଛି ଦିନ ଦେଲା ସୋସିଆଲ ମିଡିଆରେ ଅଲଗାଅଲଗା ରାଜ୍ୟର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏହା ସହ ସୋସିଆଲ ମିଡିଆରେ ଅଲଗା ଅଲଗା ପୋଷ୍ଟ ଭିନ୍ନ ଦିବିରେ ଭାଇରାଲ ହେଉଛି। ଏପରି ଏକ ନ୍ୟୁଜ ପେପପର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର […]
Continue Reading