କ’ଣ ଏହି ଭିଡିଓ ବେଆଇନ୍ ଭାବରେ ଭାରତରେ ପ୍ରବେଶ କରିଥିବା କିଛି ରୋହିଙ୍ଗ୍ଯା ମୁସ୍ଲିମ ମାନଙ୍କର ଅଟେ ଯାହାକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅନେକ ନାବାଳକ ପୋଲିସ ଉପସ୍ଥିତିରେ ଟ୍ରକରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ପିଲାମାନ ହେଉଛନ୍ତି ରୋହିଙ୍ଗ୍ଯା ମୁସ୍ଲିମ ଏବଂ ତାଙ୍କୁ ପଶ୍ଚିମବଙ୍ଗ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବାଳକ ମାନେ ବିହାର ଏବଂ ପଶ୍ଚିମବଙ୍ଗର ବାସିନ୍ଦା ଯିଏ ଖରା ଛୁଟି […]

Continue Reading

କ’ଣ ପୋଲିସ  RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା  ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?

ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ  ପୋଲିସ ଦ୍ୱାରା ଛାତ୍ରମାନେ  ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଗ୍ରାଜୁଏସନ ଦିନରେ ବ୍ରିଟିସ ଏରାର କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିଲେ ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଏବଂ ଅନେକ ରାଜନୈତିକ ଖବରକୁ ନେଇ ଅନେକ ଫଟୋ ଏବଂ ଭିଡିଓ  ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଫଟୋ ଉଠାଉଛି ଏବଂ ପଛରେ ଅନ୍ୟ ଛାତ୍ରମାନେ କମଳାଙ୍କର ସ୍କାର୍ଫ ପକାଇ କୁର୍ତା ପିନ୍ଧିଥିବାର ଦେଖାଯାଉଛିନ୍ତି। ଫଟୋରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ […]

Continue Reading

ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉଛନ୍ତି କି?

କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇଦେବା ନେଇ ଖବର ଭାଇରାଲ ହେଉଛି।   ଯାହାଫଳରେ ଛାତ୍ରମାନେ ଇଣ୍ଟରନେଟ୍ ଏବଂ ଅନ୍ଲାଇନ୍ କ୍ଲାସ୍ ସହିତ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ।  ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି।  Khabar Circle Media ନାମକ ଏକ ନ୍ୟୁଜ ପେଜରେ ଭାଇରାଲ ଦାବି ପୋଷ୍ଟ […]

Continue Reading

ରତନ ଟାଟା ଦ୍ୱାରା TATA କମ୍ପାନିରେ JNU ଛାତ୍ରଙ୍କୁ ଚାକିରି ନଦେବା ଘଷଣା ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ପୋଷ୍ଟରେ ଦିବା କରାଯାଇଛି , ଜାବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେଙ୍କୁ ଟାଟା ଗୃପ କମ୍ପାନିରେ ଚାରିରି ନ ଦେବା ପାଇଁ ଫୈସଲା କରାଯାଇଛି। JNU ବିଶ୍ୱବିଦ୍ୟାଳୟର ଛାତ୍ରମାନେ CAA ବିରୋଧରେ ବିରୋଧ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ଲଗାତାର ଚାଲିଛି। ଏଥିମଧ୍ୟରେ 24 ଫେବୃଆରିରେ Sameekhya champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଟା ଗୃପ ଅଫ କମ୍ପାନିର ପୂର୍ବ ପ୍ରମୁଖ ରତନ ଟାଟାଙ୍କ […]

Continue Reading