କ’ଣ କିଛି ଦିନ ପୂର୍ବରୁ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।
ଗତ ବର୍ଷରୁ ଆମକୁ ଅନେକ ସେଲିବ୍ରେଟି ଏବଂ ରାଜନେତାଙ୍କ ମୃତ୍ୟୁ ହେଇଥିବା ମିଥ୍ୟା ଖବର ଭାଇରାଲ ହେଇଥିବା ଦେଖିବାକୁ ମିଳୁଛି। ଏପରି ଗୋଟିଏ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ରତା ସହିତ ଭାଇରାଲ ହେଉଛି। ପୋଷ୍ଟ ଦାବି ଅନୁଯାୟୀ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି। ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। ୨୩ ଏପ୍ରିଲରେ ଜଣେ ଫେସବୁକ ୟୁଜର ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ଫୋଟୋ ଶେୟାର କରି […]
Continue Reading