କ’ଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ଅନୁସନ୍ଧାନ କରିବା ପାଇଁ ବିନୟ ତିଵାରୀଙ୍କୁ ସିବିଆଇ ଦଳ ପ୍ରତିନିଧି କରିବେ? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହଙ୍କ ମୃତ୍ୟୁର ରହସ୍ୟ ବର୍ତମାନ ମଧ୍ୟ ଅନ୍ଧାରରେ ଅଛି। କିଛି ଦିନ ପୂର୍ବରୁ ବିହାର ପୋଲିସ ବିନୟ ତିଵାରୀଙ୍କୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ପଠେଇ ଥିଲା। ଏହି କଥା ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ ଭାଇରାଲ ହେଉଛି। ୧୦ ଅଗଷ୍ଟ ରେ କିରଣ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ଗ୍ରୁପରେ ପୋସ୍ତ କରି ଦାବି କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ମାମଲା […]

Continue Reading

ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟରେ କ୍ରିକେଟର ବୋଲି କହିଛନ୍ତି କି?

ରବିବାର (ଜୁନ୍ 14) ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରେ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗରେ  ନେତା ଏବଂ ଅଭିନେତା  ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ଏକ ଟୁଇଟ୍ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।  ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ରାହୁଲ ଗାନ୍ଧୀ […]

Continue Reading