କ’ଣ ଭାଇରାଲ ଭିଡିଓ ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପର ଅଟେ? ଜାଣନ୍ତୁ ସତ୍ୟ। 

୨ ଡିସେମ୍ବର ରାତ୍ରି ସମୟରେ ଫିଲିପାଇନ୍ସର ମିଣ୍ଡାନାଓ ଦ୍ଵିପ ୭.୬ ତୀବ୍ରତା ସହିତ ଭୂମିକମ୍ପର ସାମନା କରିଛି। ସୂଚନା ଅନୁଯାୟୀ ମାଲାୟସିଆ, ଇଣ୍ଡୋନେସିଆ ଇତିୟାଦୀ ଦେଶରେ ସୁନାମୀର ଚେତାବନୀ ଜାରି କରା ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବେଡମିଣ୍ଟନ୍ ଖେଳୁଥିବା ସମୟରେ ଛାତ ଭୁସୁଡି ପଡୁଛି ଏବଂ ସେମାନେ ନିଜ ପ୍ରାଣ ରକ୍ଷା କରିବା ପାଇଁ ସେଠାରୁ ଦଉଡି ପଳାଉଛନ୍ତି। ଦାବି କରା ଯାଉଛି […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ଆମେରିକାରେ ହିନ୍ଦୁ ମାନଙ୍କର ଦ୍ଵାରା ଦୀପାବଳି ପାଳନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଗତ କାଲୀ ଦେଶର ଏକ ମାହାନ ପର୍ବ ଦୀପାବଳି ପର୍ବ ପାଳନ ହୋଇଥିଲା। ଭାରତରେ ଦୀପାବଳି ଉତ୍ସାହ ସହିତ ପାଳନ ହେଛି। କିନ୍ତୁ ସୋସିଆଲ ମିଡିଆରେ ଆମେ ଅନେକ ପୋଷ୍ଟ ଦେଖିଲୁ ଯେଉଁଥିରେ ପର୍ବ ବିନା ବାଣ ଫୋଟାଇ ପାଳନ କରିବା ପ୍ରେରଣା ଦିଆ ଯାଇଛି। ସିନେମା ଜଗତର କଳାକାର ଏବଂ ଅନେକ ପ୍ରସିଦ୍ଧ ଲୋକେ ଏହି କଥାକୁ ଗୁରୁତ୍ଵ ଦେଇଛନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।  Facebook | Archive ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି […]

Continue Reading