ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
୨୧ ନଭେମ୍ବର ୨୦୨୫ ରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଏକ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ପାଇଲଟ୍ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ବୋଲି IAF ନିଶ୍ଚିତ କରିଛି। ଏହି ପ୍ରସଙ୍ଗରେ, ଏକ ଲଢ଼ୁଆ ବିମାନର ଚାଳନା ଏବଂ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଥିଲା ଯେ ଏହା ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା […]
Continue Reading
