କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।
ବିହାର ଉପନିର୍ବାଚନ ପ୍ରଚାର ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଲୋକଙ୍କୁ ପଇସା ବାଣ୍ଟୁଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପ୍ରମାଣ କରିଛି। କ’ଣ ଦାବି ଏହି ପୋଷ୍ଟର? “ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ କିଛି ଲୋକ ଚୋର […]
Continue Reading