କ’ଣ ଭାଇରାଲ ଫୋଟୋରେ ହେଲିକପ୍ଟର ଦୁର୍ଘଟଣା ଓଡ଼ିଶାରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଦୁର୍ଘଟଣା ଓଡ଼ିଶାରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହେଲିକପ୍ଟର ଦୁର୍ଘଟଣା ଦର୍ଶାଉଥିବା ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଘଟଣା କେନ୍ଦୁଝର ଜିଲ୍ଲାର ଆନ୍ଦପୁର […]

Continue Reading

କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ରାସ୍ତାରେ ବିଜେପି ସମର୍ଥକଙ୍କୁ ମାଡ ମାରୁଛନ୍ତି। ଭିଡିଓ ଦେଖି ଅନୁମାନ ହେଉଛି ଯେ ଏକ ରେଲିର ପ୍ରଦର୍ଶନରେ ଏହି ଘଟଣା ଘଟିଛି।  ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ତାମିଲ ନାଡୁ ରାଜ୍ୟରେ ଘଟିଛି। ମୋଦୀ ସରକାର ଦେଶର ବିଭିନ୍ନ ସଂସ୍ଥାକୁ ଘରୋଇକରଣ ନାମରେ ଉଦ୍ୟୋଗପତିଙ୍କୁ ବିକିଥିବା ନେଇ ତାମିଲ ନାଡୁ ଜନତା ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଏହି ଫୋଟୋ ୧୯୯୮ ମସିହାରେ ମଧ୍ୟପ୍ରଦେଶରେ ହେଇଥିବା ଗୁଳିଚାଳନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୧୯୯୮ ରେ ମଧ୍ୟପ୍ରଦେଶର ବିରୋଧ କରୁଥିବା କୃଷକଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଗୁଳି ଚଳାଇବାର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ବ୍ୟାପକ ଭାଇରାଲ ହେଉଛି। ଏହି ଫୋଟୋରେ କିଛି ଲୋକ ଆହତ ଏବଂ ମୃତ ହୋଇ ରାସ୍ତାରେ ପଡ଼ି ଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୨ ଜାନୁଆରୀ ୧୯୯୮ ମସିହାରେ ୨୦,୦୦୦ କୃଷକ ମଧ୍ୟପ୍ରଦେଶର ବାଇତୁଲ ପଡ଼ିଆରେ ସରକାରର ବିରୋଧ କରିବା ପାଇଁ […]

Continue Reading