ପୁରୁଣା ଭିଡିଓକୁ ବର୍ତ୍ତମାନ ପାକିସ୍ତାନ ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।
ପାକିସ୍ତାନରେ ରାଜନିତିକ ମାହୋଲ ଗରମ ହୋଇଛି। ଏଥି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଆସେମ୍ବଲିରେ ଲୋକ ମାର ପିଟି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟ ସହିତ ଦାବି କରାଯାଉଛି ଯେ, ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। ଭାଇରାଲ ଭିଡିଓ ଜଣେ ଫେସବୁକ ୟୁଜର ପୋଷ୍ଟ କରି ଲେଖିଛନ୍ତି ଯେ, , ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]
Continue Reading