ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରର ବିଜେପି ନେତା ରାଘବେନ୍ଦ୍ର ମିଶ୍ର ଜଣେ ବୃଦ୍ଧଙ୍କୁ ଧମକ ଦେଉଛନ୍ତି ?

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ସୂଚନା ଭାଇରାଲ ହେଉଛି। ନିକଟରେ ଜଣେ ବିଜେପି ନେତା ବୃଦ୍ଧଙ୍କୁ ଧମକ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରରେ ବିଜେପି ନେତା ରାଘବେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଜଣେ ବୃଦ୍ଧଙ୍କୁ ଧମକ ଦିଆଯାଉଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ବୋଲି ପ୍ରମାଣିତ ହୋଇଛି।  […]

Continue Reading

ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?

ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। […]

Continue Reading