କ’ଣ ଭାଇରାଲ ଫୋଟୋରେ ଚାଇନା ବର୍ଡରରେ ଶହୀଦ 3 ଭୀରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି?
ଚାଇନା ଏବଂ ଭାରତ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗୋଟେ ପଟେ କୋରୋନା ମାହାମାରି ଚିନ୍ତା ତ ଅନ୍ୟ ପଟେ ଭାରତ ଟାଇନା ଯୁଦ୍ଧ୍ରେ ଆମର କିଛି ବିର ଜବାନ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଭାରତ ଏବଂ ଚାଇନା ଯୁଦ୍ଧରେ ପ୍ରଥମେ ଭାରତର ତିନି ଯବାନ ମୃତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପରେ 20 ଜମାନ ମୃତ୍ୟୁ ହୋଇଥବାର ଖବର ଆସିଲା। ଏଥି ମଧ୍ୟରେ ପ୍ରଥମ ତିନି ଜବାନ କୁ ଶ୍ରଦ୍ଧାଞ୍ଜଳି ଦିଆ […]
Continue Reading