କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳ ପ୍ରଚାର କରୁଥିବା ସମୟରେ ପଶ୍ଚିମବଙ୍ଗରେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟତା

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ସମୟ ଅତି ନିକଟତର। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରୁଛନ୍ତି। ସବୁ ସ୍ଥାନରେ ନିର୍ବାଚନ ଶବ୍ଦ ଶୁଣାଯାଉଛି ଏବଂ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ଦୃଶ୍ୟମାନ ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ବିଜେପି ଦଳର ପ୍ରଚାର ସମୟରେ କିଛି ଲୋକ ବିରୋଧ କରି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ଭିଡିଓକୁ ନିକଟରେ […]

Continue Reading

କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଟିଏମସି ଗୁଣ୍ଡାମାନେ ମହିଳା ଉପରେ ଅତ୍ୟାଚାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲହେବାରେ ଲାଗିଛି। ଆମେ ଏହି ମିଥ୍ୟା ପୋଷ୍ଟର କିଛି ଫ୍ୟାକ୍ଟଚେକ କରିଛୁ। ଏହିପରି ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମହିଳା ସହ ଅତ୍ୟାଚାର କରାଯାଉଥିବାର ଦେଖାଯାଉଛି। ଭିଡିଓଟି 0.25 ସେକେଣ୍ଡର ଅଟେ। ଭିଡିଓ ସହ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ମମତା ଦିଦି ଜିତିଲା ପରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ବାଙ୍ଗଲାଦେଶର ପୁରୁଣା ଫଟୋକୁ ପଶ୍ଚିମବଙ୍ଗର ବର୍ତ୍ତମାନ ନିର୍ବାଚନ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ମହିଳାର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ମହିଳାର ମୁଣ୍ଡରୁ ରକ୍ତ ବାହାରୁଛି ଏବଂ ମହିଳା ଜଣକ ରକ୍ତାକ୍ତ ହୋଇଛନ୍ତି। ଭାଇରାଲ ଫଟୋ ସହ ଦାବି କରାଯାଇଛି ଯେ, ବଙ୍ଗଳା ନିର୍ବାଚନରେ ହିଂସାତ୍ମକ  ଭାବେ ଏହି ମିହାଳା ଉପରେ ଆକ୍ରମଣ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ଏବଂ ପଶ୍ଚିମବଙ୍ଗର ବୋଲି ସ୍ପଷ୍ଟ ହେଲା।  7 ମେରେ Purna Chandra Mishra ନାକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading