ବାଂଲାଦେଶରେ ଟୋଲ୍ ପ୍ଲାଜା ଭଙ୍ଗାରୁଜା କରୁଥିବା ଲୋକଙ୍କ ଭିଡିଓକୁ ଭାରତର ଏକ ଘଟଣା ଦାବି ସହିତ ସେୟାର କରା ଯାଉଛି।
ଏକ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଅନେକ ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ପିକଅପ୍ ଭ୍ୟାନ୍ରେ ଯାତ୍ରା କରୁଥିବା ଲୋକଙ୍କ ଏବଂ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଜଣେ ବ୍ୟକ୍ତି ଗାଡ଼ି ଅତିକ୍ରମ କରିବା ପାଇଁ ଟୋଲ୍ ଗେଟ୍ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି। ୟୁଜର ମାନେ ଏହି ଭିଡିଓକୁ ଏପରି ସେୟାର କରୁଛନ୍ତି ଯେପରି […]
Continue Reading