କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।
କରୋନା କାରଣରୁ ଅନେକ ଲୋକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ସହିବାକୁ ପଡ଼ୁଛି। ସାରା ଦେଶର ଲୋକେ ଏହି ରୋଗ ନେଇ ପିଡ଼ାରେ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କରୋନା ସମୟର ଅଟେ। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ […]
Continue Reading