ପୁରୁଣା ଏବଂ ଅଲଗା ସ୍ଥାନର ଫଟୋକୁ ତ୍ରିପୁରା ହିଂସା ଘଟଣା ସହ ଜୋଡ଼ି ଭାଇରାଲ କରାଯାଉଛି।

ଗତ କିଛି ଦିନ ହେବ ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସା ଖବର ସୋସିଆଲ ମିଡିଆରେ ପ୍ରକାଶିତ ହେବାରେ ଲାଗିଛି।  ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ତ୍ରୀପୁରା  ସାମ୍ପ୍ରତିକ ଘଟଣା ଦାବିରେ ଭାଇରାଲ କରାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।  2 ନଭେମ୍ବରରେ ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ,କାଳୀ ମା’ର ମୂର୍ତ୍ତି ଭାଙ୍ଗିବା ପରେ # […]

Continue Reading