କ’ଣ ବିଗତ ଦିନରେ ଆସିଥିବା ଅମ୍ଫାନ ବାତ୍ୟା ଏପରି ଟ୍ରକ୍ କୁ କ୍ଷତି ପହଞ୍ଚାଇଛି? କ’ଣ ଏହି ଘଟନା ପଶ୍ଚିମ ବଙ୍ଗର ସିଙ୍ଗପୁର ଅଞ୍ଚଳରେ ଘଟିଛି? ଜାଣନ୍ତୁ ସତ୍ୟ।
୨୦ ମେ ୨୦୨୦ ରେ ଅମଫାନ ବାତ୍ୟା ପଶ୍ଚିମ ବଙ୍ଗ ରେ ଭୟଙ୍କର ପ୍ରହାର ପକାଇଛି। ହଜାର ହଜାର ଗଛ ଉପୁଡ଼ି ଯାଇଅଛି, ଫୋନ ଓ ବିଦ୍ୟୁତ ପୋଲ ଭାଙ୍ଗି ଯାଇଅଛି ଏବଂ ଅନେକ ଘର ଭୁଶୁଡ଼ି ପଡିଛି। ବାତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟନା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରେ ଆମେ ଏଏପରି ଗୋଟିଏ ଭିଡିଓ ସାମନା ସାମନୀ ହେଳୁ, ଯେଉଁଥିରେ ଏହା ଦାବି କରା ଅଛି […]
Continue Reading