କ’ଣ ଟି୨୦ ବିଶ୍ଵ କପରେ ଭାରତ ଠାରୁ ପରାଜିତ ହେବ ପରେ ପାକିସ୍ତାନୀ ସମର୍ଥକ ମାନେ ଟିଭି ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ। 

ଟି୨୦ ବିଶ୍ଵ କପରେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଦ୍ଵାରା ଟିଭି ଭାଙ୍ଗୁଠିବା ଭିଡିଓ ଏବଂ ପୋସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଏପରି ଅନେକ ପୋଷ୍ଟର ଖଣ୍ଡନ କରି ସାରିଛି। ଆପଣ ମାନେ ସେହି ପୋଷ୍ଟ ଗୁଡ଼ିକ ଏଠାରେ ଏବଂ ଏଠାରେ ଦେଖି ପାରିବେ।  ବର୍ତ୍ତମାନ ସମାନ ପ୍ରକାରର ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର […]

Continue Reading