କ’ଣ ଯଶୋଦାବେନ୍ ମୋଦୀଙ୍କ ବିରୁଦ୍ଧରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ। 

ବିଗତ କିଛି ଦିନ ପୂର୍ବରୁ RJD ପାର୍ଟି ଅଧ୍ୟକ୍ଷ ଲାଲୁଆ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପାଟଣାର ଗୋଟିଏ ରେଲିରେ ଭାଷଣ ଦେଇଥିଲେ। ତାଙ୍କ ଭାଷଣରେ ସେ କହିଥିଲେ ଯେ ମୋଦୀଙ୍କ କୌଣସି ପରିବାର ନାହିଁ ଏବଂ ସେ ଜଣେ ପ୍ରକୃତ ହିନ୍ଦୁ ନୁହଁନ୍ତି। ଏହାର ଉତ୍ତଟରେ ପ୍ରଧାନମନ୍ତି ମୋଦୀ କହିଥିଲେ ଯେ ଭାରତର ୧୪୦ କୋଟି ଲୋକ ତାଙ୍କ ପରିବାର ଅଟନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କ ନାମରେ ଏକ ଟୁଇଟ […]

Continue Reading

କ’ଣ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି?

ଗୁରୁବାର ଦିନ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନିଜ ହାତକୁ ନେଇଛନ୍ତି। ଏହା ପରେ ସେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତେଜନା ଆରମ୍ଭ ହୋଇଛି ଯେ ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଏହା ମଧ୍ୟ ଦାବି କରା ଯାଉଛି ଯେ ଟ୍ରମ୍ପ ନିଜେ ଏହି ସୂଚନା ଟୁଇଟ କରି ଜଣାଇଛନ୍ତି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ସୁରେଶ ରାଇନା ଟୁଇଟରରୁ ଚେନ୍ନାଇ ସୁପର କିଙ୍ଗକୁ ଅନଫୋଲୋ କରି ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୨୭ ସେପ୍ଟେମ୍ବର ରେ ଧାରିତ୍ରି ପତ୍ରିକା ଫେସବୁକରେ ଗୋଟିଏ ପୋଷ୍ଟ କରି ଦାବି କରିଛି ଯେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦଳରୁ ଉହରିଲା ପରେ ଗତ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ କୁ ଟୁଇଟରରେ ଅନଫଲୋ କରି ଦେଇଛନ୍ତି। ଆଇପିଏଲ ଆରରମ୍ଭ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଉହାରୀ ଯାଇଥିଲେ। ସିଏସକେ ମାଲିକ ବିଶ୍ଵନାଥ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଥିଲେ।  Facebook | Archive […]

Continue Reading

ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

ଦେଶସାରା CAA ଏବଂ  NRC ବିରୋଦ୍ଧରେ  ଆନ୍ଧୋଳନ ତିବ୍ର ହୋଇ ଚାଲିଛି। ଏହ ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଫୋଟୋ , ଭିଡିଓ ଅଲଗା ଅଲଗା ଦାବି ପୋଷ୍ଟ କରାଯାଉଛି। ସେହିପରି 19 ଡିସେମ୍ବରରେ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। scar ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ହିନ୍ଦୁ ଧର୍ମକୁ ନେଇ HINDU *****  ଭଳି ଅଶ୍ଲିଳ ଶବ୍ଦର ବ୍ୟବହାର କରିଛନ୍ତି। ଫୋଟୋରେ ଏକ ଯୁବକ ଏକ […]

Continue Reading