କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?

ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।  ୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା […]

Continue Reading