ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  […]

Continue Reading

ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ  ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ […]

Continue Reading

ପୁରୁଣା ଫୋଟୋକୁ ବର୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନରେ ବିଜେପି କରୁଥିବା ଯନ୍ତ୍ରଣା ଦାବି ସହିତ ଭାଇରାଲ କରା ଯାଉଅଛି।

ସଂସଦରେ କୃଷି ଆଇନ ପାସ୍ ହେଲା ପରେ ଦେଶରେ ଅନେକ ସ୍ଥାନରେ ଏହାର ବିରୋଦ୍ଧ କରା ଯାଉଥିବା ଦେଖିବାକୁ ମିଳିଛି। କେତେ ସ୍ଥାନରେ ଏହି ଆନ୍ଦୋଳନରେ ହିଂସା ହେବା ଖବର ମଧ୍ୟ ସାମନାକୁ ଆସୁଛି। 25 ସେପ୍ଟେମ୍ବରରେ କୃଶକ ଆଇନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସମୟରେ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି।  ଅନୁସନ୍ଧାନ କରିଲା ପରେ ଫେକ୍ଟକୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପାଇଲା। କ’ଣ ଦାବି କରା ଯାଇଅଛି? […]

Continue Reading

କ’ଣ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ବୁଲୁ ଥିବା ଏହି ମହିଳା ପୋଲିସଙ୍କ ଧାରା ପଡ଼ିବା ଘଟଣା ବର୍ତମାନ ସମୟର?

ୟୁପିର ଫଜାବାଦରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗାଡି ଯାଞ୍ଚ ବେଳେ ପୋଲିସ ଜଣେ ନକଲି ମହିଳା ପୁଲିସଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିବା ଏହି ଝିଅଟି ବିନା ହେଲମେଟରେ ରାସ୍ତାରେ ଯାଉଥିଲା। ଏହି ନକଲି ମହିଳା ଇନ୍ସପେକ୍ଟରଙ୍କ ଭେଦ ସେତେବଳେ ଖୋଲିଲା ଯେତେବେଳେ ସେ ଯାଞ୍ଚ ସମୟରେ ପୋଲିସର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ| ଗାଡି ଯାଞ୍ଚ ସମୟରେ ପୋଲିସ ଜଣେ ନକଲି ମହିଳା ପୁଲିସକୁ ଧରିଛି। କୁହାଯାଉଛି […]

Continue Reading