କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।  କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ ଆମେରିକା ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଗୋସଣା କରିଛି? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

୨୯ ଜାନୁଆରୀ ୨୦୨୦ ରେ ଆଜଡ ହିନ୍ଦ ଆବାଜ ନାମ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଆମେରିକା ଭାରତର ରାଷ୍ଟ୍ରୀୟ ସେବା ସଙ୍ଗ (ଆର.ଏସ.ଏସ.) କୁ ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଅଛି। ଯେଉଁ ପରି ଇସ୍ଲାମିକ ସଂଗଠନକୁ ଆତଙ୍କବାଦୀ ଲିଷ୍ଟରେ ରକ୍ଷା ଯାଇଅଛି ସେହି ପରି ଏବେ ଆର.ଏସ.ଏସ ମଧ୍ୟକୁ ମଧ୍ୟ ସେହି ଲିଷ୍ଟରେ ସାମିଲ କରା ଯାଇଅଛି। ଏହା ପରେ ଆର.ଏସ.ଏସ ଭିତରେ ଉପ୍ରଦବ ମାଛି ଯାଇଅଛି। […]

Continue Reading