କ’ଣ କରୋନା ଟୀକା ଦ୍ଵାରା ରୋଗୀଙ୍କ ମୃତ୍ଯୁ ହେଉଛି? କ’ଣ ଟୀକା ନେବା ହାନିକାରକ? ଜାଣନ୍ତୁ ସତ୍ୟ। 

ସୂଚନା ଅନୁଯାୟୀ ନିକଟରେ ଚାଇନା ପରେ, ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ଦେଶ ଯିଏ ୨୦ କୋଟି ଠାରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରିଛି। ଏହା ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ ଟୀକାକରଣ କୋଭିଡ ବିରୋଧ ଲଢେଇରେ ସ୍ଥିତିକୁ ମଜବୁତ କରିଛି।  କୋଭିଡ ଟୀକା ନେଇ ସମୟ-ସମୟରେ ଆମେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଦେଖିଛୁ। ଏହା ମଧ୍ୟରୁ କିଛି ପୋଷ୍ଟ ଏପରି ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କୁ ଟୀକା ଜଡ଼ିତ […]

Continue Reading

କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସରକାରୀ କର୍ମିଚାରି  କୋରୋନା ଟୀକା ନେଉଥିବାର ବାହାନା କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ଭିଡିଓ ସେୟାର କରୁଛନ୍ତି ଯେ ଏହି ଦୁଇ ସରକାରୀ କର୍ମଚାରୀ ଟୀକାକରଣ ନେଇ ନାହାଁନ୍ତି ବରଂ କ୍ୟାମେରା ଆଗରେ ଛଳନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  22 ଜାନୁଆରିରେ Jay Naveen ନାମକ ଜଣେ ଫେସବୁକ ୟୁଜର […]

Continue Reading