ମନି ହାଇଷ୍ଟ୍ ୱେବ୍ ସିରିଜ୍ ର ଅଭିନେତାଙ୍କ ଫଟୋକୁ ବଜରଙ୍ଗ ଦଳ ସଦସ୍ୟଙ୍କ ଝିଅ ଭାଲେଣ୍ଟାଇନ୍ ଦିବସ ପାଳନ କରୁଥିବା ଦାବି ସହିତ ଭାଇରାଲ। 

ସୋସିଆଲ ମିଡିଆରେ ୩ ଟି ଫଟୋର ଏକ କୋଲାଜ୍ ସେୟାର କରା ଯାଉଛି। ଦାବି କରା ଯାଉଛି ଯେ ଉପର ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ବଜରଙ୍ଗ ଦଳ ସଦସ୍ୟ ରାମନରେଶ ଏବଂ ନିମ୍ନରେ ଥିବା ଫଟୋରେ ମହିଳା ହେଉଛନ୍ତି ତାଙ୍କ ଝିଅ। ଦାବି କରା ଯାଉଛି ଯେ ଯେତେବେଳେ ବାପା (ରାମନରେଶ) ଭାଳେଣ୍ଟାଇନ ଡେ ରେ ପ୍ରେମୀ ଯୁଗଲଙ୍କୁ ମାରୁଛନ୍ତି ସେତେବେଳେ ତାଙ୍କ ଝିଅ ବିଦେଶରେ ଭାଳେଣ୍ଟାଇନ ଡେ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜ୍ ଛାତ୍ରୀ ମାନଙ୍କୁ ବୟଫ୍ରେଣ୍ଡ ରଖିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜର ଏକ ନୋଟିସ୍ ସାମନାକୁ ଆସିଛି ଯେଉଁଥିରେ କଲେଜ୍ ଦ୍ଵାରା ନିର୍ଦେଶ ଦିଆ ଯାଇଛି ଯେ ଛାତ୍ରୀ ମାନେ ୧୪ ଫେବୃଆରି ପୂର୍ବରୁ ବୟଫ୍ରେଣ୍ଡ ନକରିଲେ ତାଙ୍କୁ କଲେଜ୍ ଆସିବା ମନା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା ପଡିଛି ଯେ ଏହା ଏକ ଫେକ୍ ନୋଟିସ୍ ଅଟେ।  କ’ଣ ଦାବି କରା ଯାଇଛି […]

Continue Reading