ସୋସିଆଲ ମିଡିଆରେ ହାଥରସ ଦୁଷ୍କର୍ମ ପିଡ଼ିତାର ଭୁଲ ଫଟୋ ଭାଇରାଲ ହୋଇଛି ।

ଉତ୍ତରପ୍ରଦେଶର ହାଥ୍ରାସର ଜଣେ 19 ବର୍ଷ ଝିଅର ଗଣଦୁଷ୍କର୍ମ  ପରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଝିଅର ଫଟୋ ଭାଇରାଲ ହେବାରେ ଲେଗିଛି। ଏହି ପୀଡିତା ଝିଅର ଫଟୋ ଭାବରେ ଏକ ଫଟୋ ସେୟାର କରାଯାଉଛି। ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ହାଥ୍ରାସ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ଏହା ସହ ଫଟୋରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ହୋଇଥିବା ଫଟୋ […]

Continue Reading