କ’ଣ ସାଂସଦରେ ଏହି ମହିଳା ନିଜ ଭାଷଣରେ ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ? କିଏ ଏହି ମହିଳା ଓ କ’ଣ ମୋଦିଜି ହତାସ ହେଇ ଚୁପ ହେଇ ଗଲେ ସାଂସଦରେ? ଜାଣନ୍ତୁ ସତ।
ସାଂସଦରେ ବାଦ ବିବାଦ ହେବା କିଛି ନୂଆ କଥା ନୁହେଁ। ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ଅନୁଷ୍ଠାନର ବିରୋଦ୍ଧ କରି ଥାନ୍ତି। ଏପରି ମଧ୍ୟ ସମୟ ଆସିଥିଲା କି ସାଂସଦରେ ନେତା ମାନେ ପରସ୍ପରଉପରେ ହାତ ମଧ୍ୟ ଉଠାଇ ଥିଲେ। ତେବେ ବର୍ତମାନ ସମୟରେ ସାଂସଦର ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରା ଯାଉଅଛି। ଗତ କାଲୀ ୭ ଫେବ୍ରୁଆରିରେ ପ୍ରଣୟ ସାମଲ ନାମକ ଜଣେ ଫେସବୁକ ୟୁଜର […]
Continue Reading