ପ୍ରଦୂଷଣ ଭୋଟ୍ ଚୋରୀ କାରଣରେ ହେଉଥିବା ରାହୁଲ ଗାନ୍ଧୀଙ୍କ ଭାଷଣ ଏକ କ୍ଲିପ୍ଡ଼ ଭିଡିଓ। 

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଦୂଷଣର କାରଣ ଭୋଟ ଚୋରୀ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏହି କଥା ନେଇ ସୋସିଆଲ ମିଡିଆରେ ତାଙ୍କର ପରିହାସ କର ଯାଉଛି।  କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ […]

Continue Reading

ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା […]

Continue Reading

ଡ୍ରୋନ୍ ଶୋରେ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଦର୍ଶାଉଥିବା ଫୋଟୋ ଏଡିଟେଡ୍ ଅଟେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ପରିଷଦର ୨୫ ତମ ବୈଠକରେ ଯୋଗ ଦେଇଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ-ଚୀନ୍ ସମ୍ପର୍କକୁ ମଜବୁତ କରିବା, ସୀମା ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ କୂଟନୈତିକ ପରିବର୍ତ୍ତନ ମଧ୍ୟରେ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରାଯାଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ସହିତ “ଭୋଟ୍ ଚୋର, ଗଦ୍ଦି […]

Continue Reading