ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]

Continue Reading

ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ଜେପିସିର ସହଯୋଗୀ ସଦସ୍ୟଙ୍କ ସହ ମଜା କରୁଛନ୍ତି ଅସଦୁଦ୍ଦିନ ଓୱେସି?

ସମ୍ପ୍ରତି ୱାକଫ ସଂଶୋଧନ ବିଲ୍ ୨୦୨୫ ପାସ୍ ହେବା ପରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କିଛି ବିଜେପି ସଦସ୍ୟଙ୍କ ସହିତ ଥଟା-ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ୱାକଫ୍ ବିଲ୍ ପାସ୍ ହେବା ପରେ ଶାସକ ଦଳ, ବିରୋଧୀ ଦଳ ଏବଂ ଜମାତର ସାଥିରେ ବସି ଥଟା-ମଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ୪ […]

Continue Reading