ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡ ରଦ୍ଦ କରିଛନ୍ତି କି? ଜାଣନ୍ତୁ ସତ୍ୟତା

ଆନ୍ଧ୍ର ସରକାର ୱାକଫ୍ ବୋର୍ଡ ରଦ୍ଦ କରିଥିବା ଦାବି ସହିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ସେଯାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି : ୱାକଫ ବୋର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡକୁ ରଦ୍ଦ କରିନାହାଁନ୍ତି। ବର୍ତ୍ତମାନ ଯେଉଁ ୱାକଫ୍ ବୋର୍ଡ ଅଛି […]

Continue Reading

ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି […]

Continue Reading

କ’ଣ ଛତ୍ତିଶଗଡର ଗୋଟିଏ ହିନ୍ଦୁ ଚଣ୍ଡୀ ମନ୍ଦିରରେ ୱାକ୍ଫ ବୋର୍ଡ ଇସଲାମିକ ପତାକା ଉତ୍ତୋଳନ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ମନ୍ଦିରର ଫୋଟୋ ଭାଇରାଲ ହେଉଛି। ଏହି ଭାଇରାଲ୍ ଫୋଟୋରେ, “୭୮୬” ଲେଖାଥିବା ସବୁଜ କପଡା ମୂର୍ତ୍ତି ଉପରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଭାଇରାଲ ଫୋଟୋ ଛତିଶଗଡରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ମନ୍ଦିରର ଅଟେ। ସୋସିଆଲ ମିଡିଆରେ ଲୋକମାନେ ଏହି ଫୋଟୋ ସେୟାର କରି ଦାବି କରୁଛନ୍ତି ଯେ ୱାକଫ ବୋର୍ଡ ଏହି ମା ଚାଣ୍ଡି ଦେବୀ ମନ୍ଦିରର ସମ୍ପତ୍ତିରେ ନିଜର ଅଂଶ ଦାବି କରିଛି। ଚଣ୍ଡୀ ମଦିରରେ ନିଜର ମାଲିକାନା […]

Continue Reading