ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି। 

ସୋସିଆଲ ମିଡିଆରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କର ଏକ ଭିଡିଓ ସେୟାର କରି ଦାବି କରାଯାଉଛି ଯେ, ଯେଉଁଥିରେ ସେ କହୁଛନ୍ତି ଯେ, “ ଏଇ ଯଉ ବନ୍ଧ ବନାଯାଇଛି, ସେଠାରେ ଯଉ ବିଦ୍ୟୁତ୍ ବନାଇବ ଏବଂ ପାଣିରୁ ଯେତେବେଳେ ବିଦ୍ୟୁତ୍ ବାହାରି ଯିବ , ପାଣି ଖେତକୁ ଯିବ, ତ ଜତେବେଳେ ପାଣିକୁ ବିଜୁଳି ସରିଯିବ ତାହାଲେ ପାଣି ତୁମ ଖେତ ଜମିରେ କଣ କାମରେ ଆସିବ।   Bijaya Kumar Sahoo Kumar ନାମକ ଜଣେ […]

Continue Reading

କ’ଣ ରାସ୍ତାରେ ଜମି ରହିଥିବା ବର୍ଷା ପାଣିର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା କାରଣରୁ ଅନେକ ସ୍ଥାନରେ ବନ୍ୟାର ପରିସ୍ଥିତି ହେଇଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ରାସ୍ତାରେ ପାଣି ଜମି ରହିଥିବା ସ୍ଥିତିରେ କିଛି ଲୋକେ ଗାଡ଼ିକୁ ଠେଲି ନେଉଛନ୍ତି।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଦିଲ୍ଲୀର ଦୃଶ୍ୟ ଅଟେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଅଡିଓ […]

Continue Reading

ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।

ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

କ’ଣ ବନ୍ଦ ପାଣି ରୁ ବିଦ୍ୟୁତ ଉତ୍ପାଦନ କରିଲା ପରେ ସେହି ପାଣି ଖେତରେ ଯାଇ ଲାଭଜଣକ ହୁଏ ନାହିଁ ବୋଲି ଅଶୋକ ଗେହ୍ଲୋଟ କହିଛନ୍ତି? ଜାଣନ୍ତୁ ସତ୍ୟ।

୨୩ ଜୁଲାଇ ରେ ଜେନ ଫେସବୁକ ୟୁଜର ଓଡ଼ିଶା ଖବର ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହ୍ଲୋଟ ଏହି ୧୬ ସେକେଣ୍ଡ ଭିଡିଓରେ କହୁଛନ୍ତି ଯେ ଗୋଟିଏ ବନ୍ଦ ବନା ହେଉଛି ଆଉ ସେଇ ବନ୍ଧ ପାଣି ରୁ ବିଦ୍ୟୁତ ଉତ୍ପାଦନ କରା ଜୀବ। ଯେତେବେଳେ ପାଣିରୁ ସବୁ ବିଦ୍ୟୁତ ବାହାରି ଜୀବ ଆଉ ଯେତେ ବେଳେ ଏହି ପାଣି […]

Continue Reading

କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା […]

Continue Reading

କ’ଣ କେରଳରେ ସିଏଏ ସମର୍ଥନ କରୁଥିବା ହିନ୍ଦୁ ମାନଙ୍କୁ ମୁସ୍ଲିମ ଲୋକେ ପାଣି ଦେଉ ନାହାନ୍ତି? ଜାଣନ୍ତୁ ସତ।

୨୩ ଜାନୁଆରରୀରେ ଜଣେ ଫେସବୁକ ୟୁଜର ବିଜେପି ନାମ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ କେରଳର ମାଳାପୁରମ ଜିଲ୍ଲାର କୁଟ୍ଟିପୁରମ ପଞ୍ଚାଯତ ଅନ୍ତର୍ଗତ ଗୋଟିଏ ଗାଁରେ ସିଏଏଏ କୁ ସମର୍ଥନ ଦେବା ଯୋଗୁ ହିନ୍ଦୁ ମାନଙ୍କୁ ସେଠିକାର ବାସିନ୍ଦା ମୁସ୍ଲିମ ମାନେ ପାଣି ଦେବାକୁ ରାଜି ହେଉ ନାହାନ୍ତି। ମାଳାପୁରମରେ ମୁସ୍ଲିମ ମାନଙ୍କ ଜନସଙ୍କ୍ୟା ଅଧିକ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଉଅଛି ଯେ ଏହି ଘଟଣା ପରଠୁ […]

Continue Reading