ଆଇସି ୮୧୪ ସିରିଜ୍ ରେ ଅପହରଣକାରୀଙ୍କ ନାମ ପରିବର୍ତ୍ତନ ବିଷୟରେ ଦାବି ବିଭ୍ରାନ୍ତିକର।

୨୯ ଅଗଷ୍ଟ ରେ ନେଟଫ୍ଲିକ୍ସ ରେ ଆଇସି ୮୧୪: ଦି କାନ୍ଧାର ହାଇଜେକ୍ ଚଳଚିତ୍ର ରିଲିଜ୍ ହେଇଛି। ଅନୁଭବ ସିନ୍ହା ଦ୍ୱାରା ନିର୍ଦେଶନ ଏହି ଚଳଚିତ୍ର ୧୯୯୯ ର ଏକ ବାସ୍ତବିକ ଘଟଣା ଉପରେ ଆଧାରିତ। ରିଲିଜ୍ ହେବା ପରେ ଏହି ସିରିଜ୍ ବିବାଦ ରେ ଘେରି ଗଲା ଜେତେବେଳେ ସେଥିରେ ହାଇଜେକରଙ୍କ ନାମ ପାଇଁ ହିନ୍ଦୁ ନାମ ବ୍ୟବହାର କରା ଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରି ମାନେ ଦାବି କରୁଛନ୍ତି ଯେ ଅନୁଭବ ସିନ୍ହା ମୁସ୍ଲିମ […]

Continue Reading

କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରାସ୍ତା ମଝିରେ ଜଣେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ଘଟଣା ଘଟିଥିବା ସମୟରେ ଅନେକ ଲୋକ ଏହି ଭିଡିଓ ଦେଖୁଛନ୍ତି। ୧୧ ଡିସେମ୍ବରରେ ଭିଡିଓ ପୋଷ୍ଟ କରି ଭାବେଶ ସଥପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳର ଘଟଣା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading