କ’ଣ ୱ୍ହାଟ୍ସଆପ୍ ରେ ତିନଟି ଲାଲ ଟିକ୍ ଅର୍ଥ ଏହା ଯେ ସରକାର ଆପଣଙ୍କର ମେସେଜ ପଢୀ ସାରିଛନ୍ତି? ଜାଣନ୍ତୁ ସତ୍ୟ।
ପରବର୍ତ୍ତୀ ସମୟରେ ସରକାର ଦ୍ଵାରା ୱ୍ହାଟ୍ସଆପ୍ ପାଇଁ ନୂତନ ନିୟମ ଲାଗୁ କରିବା ବିଷୟ ସୋସିଆଲ ମିଡିଆରେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ସରକାର ସମସ୍ତ ୱ୍ହାଟ୍ସଆପ୍ ଚ୍ୟାଟ ପଢୀ ଏହାର ରେକର୍ଡ ରଖିବା। ଏହି ବିଷୟ କାରଣରୁ ସୋସିଆଲ ମିଡିଆରେ ୱ୍ହାଟ୍ସଆପ୍ ସମ୍ବନ୍ଧୀୟ ଏକ ପୁରୁଣା ବାର୍ତ୍ତା ପୁଣି ଭାଇରାଲ ହେବାକୁ ଲାଗିଛି। ଏହି ଭାଇରାଲ ମେସେଜ୍ ରେ ୱ୍ହାଟ୍ସଆପ୍ ରେ ଦାବି କରା ଯାଇଅଛି ଯେ ✔ = ମେସେଜ୍ ପଠାଯାଇଛି ✔✔ […]
Continue Reading